୧୨
ମାଇଜି ଆରି ସାଁପ୍
୧ ତାର୍ପଚେ ବାଦ୍ଲେ ଗଟେକ୍ କାବାଅଇଜିବା ଚିନ୍ ଡିସ୍ଲା । ଆରି ଏଦେ ଦେକା ! ଜନ୍ ବିତ୍ରେ ଗଟେକ୍ ମାଇଜି ଟିଆଅଇରଇବାଟା ଡିସ୍ଲା । ତାର୍ ଲୁଗା ବେଲ୍ପାରା ଜକ୍ଜକି ଜାଇତେରଇଲା ।
୨ ସେ ମାଇଜି ବାର୍ଟା ତାରା ରଇବା ମୁକୁଟ୍ ପିନ୍ଦିରଇଲା । ସେ ନିକ ଅଇବା ବେଲା ଲଗେ କେଟିରଇଲା । ଆରି ଦୁକାସୁକାର୍ଲାଗି କାନ୍ଦ୍ତେରଇଲା ।
୩ ଆରି ବାଦ୍ଲେ କେବେ ଦେକି ନ ରଇବା ବିନ୍ ରକାମ୍ ଚିନ୍ ଡିସ୍ଲା । ଆରି ଏଦେ ଦେକା ! ସାତ୍ଟା ମୁଣ୍ଡ୍ ଆରି ଦସ୍ଟା ସିଙ୍ଗ୍ ରଇବା ଗଟେକ୍ ବଡେଟା ଅଇ ରଙ୍ଗ୍ ରଇଲା ଅସୁର୍ ସାଁପ୍ ଡିସ୍ଲା । ତାର୍ ସାତ୍ଟା ମୁଣ୍ଡେ ସାତ୍ଟା ମୁକୁଟ୍ ରଇଲା ।
୪ ବାଦ୍ଲେ ରଇବା ତିନ୍ ବାଗେଅନି ଗଟେକ୍ ବାଗର୍ ତାରାମନ୍କେ ତାର୍ ଲେଞ୍ଜ୍ ଜିକିନେଇକରି ଦର୍ତନିଟାନେ ପିଙ୍ଗିଦେଲା । ସେ ମାଇଜି ନିକ ଅଇଲାଦାପ୍ରେ ତାର୍ ପିଲାକେ କାଇବି ବଲି ମାଇଜିର୍ ମୁଆଟେ ଟିଆଅଇଲା ।
୫ ତାର୍ପଚେ ସେ ମାଇଜି ଗଟେକ୍ ପିଲାକେ ଜନମ୍ ଦେଲା । ସେ ପିଲା ଜଗତର୍ ସବୁ ରାଇଜ୍ ଗଟେକ୍ ଲୁଆର୍ ଡାଙ୍ଗ୍ସଙ୍ଗ୍ ସାସନ୍ କର୍ସି । ମାତର୍ ଚାଡାଇକରି ପର୍ମେସର୍ ବସ୍ବା ଜାଗାଇ ନିଆଅଇଲା ।
୬ ପର୍ମେସର୍ ତାର୍ପାଇ ତିଆର୍ କରି ସଙ୍ଗଇରଇବା ମରୁବୁଇଁ ବାଟେ ସେ ମାଇଜି ପାଲାଇଲା । ତେଇ ୧,୨୬୦ ଦିନ୍ ଜାକ ତାକେ ଜତନ୍ ନିଆଅଇସି ।
୭ ତାର୍ପଚେ ସରଗ୍ପୁରେ ଗଟେକ୍ ଜୁଇଦ୍ ଆରାମ୍ ଅଇଲା । ମିକାଏଲ୍ ଆରି ତାର୍ଦୁତ୍ମନ୍ ସେ ଅସୁର୍ ଆରି ତାର୍ ଦୁତ୍ମନର୍ ସଙ୍ଗ୍ ଜୁଇଦ୍ କଲାଇ ।
୮ ସେମନ୍ ସେ ଅସୁର୍କେ ଆରାଇଲାଇ । ତାକେ ଆରି ତାର୍ ଦୁତ୍ମନ୍କେ ସର୍ଗେ ରଇବାକେ ଆଦେସ୍ ନ ରଇଲା ।
୯ ସେ ଅସୁର୍ ସାଁପ୍କେ ବାଇରେ ବେଟି ପିଙ୍ଗିଦେଲାଇ । ସେ ଅସୁର୍ସାଁପ୍ ଦିଆବଲ୍ ବଲି ଡାକ୍ବା ସାଁପ୍ ରଇଲା । ଜେ କି ଗୁଲାଇ ଜଗତ୍ ନାଡାଇରଇଲା । ତାର୍ ଦୁତ୍ମନ୍କେ ଆରି ତାକେ ମିସ୍ତେ ଦର୍ତନି ଉପ୍ରେ ପିଙ୍ଗିଦେଲାଇ ।
୧୦ ତାର୍ପଚେ ସର୍ଗେ ଗଟେକ୍ ଜବର୍ ସବଦ୍ ଅଇବାଟା ମୁଇ ସୁନ୍ଲି । ସେ ସବଦ୍ କଲା “ଏବେ ଲକ୍ମନର୍ପାଇ ଅଇରଇବା ପର୍ମେସରର୍ ମୁକ୍ତି ସିଦ୍ ଅଇଲାଆଚେ । ରାଜା ଇସାବେ ତାର୍ ବପୁ ସେ ଦେକାଇଆଚେ । ତାର୍ ମସିଅ, ତାର୍ ଅଦିକାର୍ ଦେକାଇଲା ଆଚେ ।” କାଇକେବଇଲେ, ଜେ କି ପର୍ମେସରର୍ ମୁଆଟେ ଟିଆଅଇ ଆମର୍ ବାଇବଇନିମନ୍କେ ଦସ୍ ଦେଇତେରଇଲା, ତାକେ ସର୍ଗେଅନି ବାର୍କରାଇ ଦେଲାଆଚେ ।
୧୧ ମେଣ୍ଡାପିଲାର୍ ବନିର୍ଲାଗି ଆରି ସେମନ୍ ଜାନାଇରଇବା ସତର୍ ଲାଗି ଆମର୍ ବାଇବଇନିମନ୍ ତାର୍ସଙ୍ଗ୍ ଜୁଇଦ୍ କରି ଜିତ୍ଲାଇ । ସେମନ୍ ମରିଜିବାଜାକ ଜାନିରଇଲେ ମିସା ବିସ୍ବାସ୍ କର୍ତେରଇଲାଇ ।
୧୨ ତେବର୍ପାଇ, ତମେ ସର୍ଗେ ରଇବା ଜେତ୍କି ଲକ୍ ସାର୍ଦା ଉଆ । ମାତର୍ ଦର୍ତନିତେଇ ଆରି ସମ୍ଦୁରେ ରଇବା ଲକ୍ମନ୍ ତମର୍ପାଇ କେଡେ ଇନସ୍ତାର୍ ଦିନ୍ ଆଇସି । କାଇକେବଇଲେ ତମର୍ ବିତ୍ରେ ସଇତାନ୍ ଉତ୍ରି ଆଇଲାଆଚେ । ସେ ବେସି ରିସାଅଇଆଚେ । କାଇକେବଇଲେ ସେ ଏବେ ବେଲା ଚନେକ୍ସେ ଆଚେବଲି ଜାନିଆଚେ ।
୧୩ ଅସୁର୍ସାଁପ୍ ମକେ ଦର୍ତନିଲଗେ ପିଙ୍ଗିଦେଲାଇ ବଲି ଜାନିକରି ପିଲାକେ ଜନମ୍କରିରଇବା ମାଇଜିର୍ ପଚ୍ ପଚ୍ ଜିବାର୍ଦାର୍ଲା ।
୧୪ ମରୁବାଲି ବୁଏଁ ତାର୍ ଜାଗାଇ କେଟ୍ବାକେ ଗଟେକ୍ ବଡ୍ ଗିଦର୍ ଦୁଇଟା ଡେନା ତାକେ ଦିଆଅଇଲା । ତେଇ ଅସୁର୍ ସାଁପ୍ ତାକେ ନ ମିଲାଇକରି କାଇଟା ନ କଲାପାରା ତିନ୍ ବରସ୍ ଅଦା ଦିନ୍ ତାର୍ ଜତନ୍ ନିଆଅଇସି ।
୧୫ ତାର୍ପଚେ ସେ ଅସୁର୍ସାଁପ୍ ତାର୍ ଟଣ୍ଡେଅନି ବନିଆ ଅଇଜିବା ଏତ୍କି ପାନି ବାର୍କରାଇଲା । ଜେନ୍ତାରି କି ସେ ପାନି ସେ ମାଇଜିକେ ବଁଙ୍ଗ୍ଲାଇ ନେଇସି ।
୧୬ ମାତର୍ ଦର୍ତନି ସେ ମାଇଜିକେ ସାଇଜ କଲା । ଅସୁର୍ସାଁପର୍ ଟଣ୍ଡେଅନି ଆଇଲାପାନି ତାର୍ ନିଜର୍ ଟଣ୍ଡ୍ପାଡିକରି ଗିଲିଦେଲା ।
୧୭ ସେଟାର୍ପାଇ ସେ ଅସୁର୍ସାଁପ୍ ବେସି ରିସାଅଇଗାଲା । ଆରି ସେ ମାଇଜିର୍ ବାକିରଇବା ନାତିତିତି ମନର୍ ସଙ୍ଗ୍ ଜୁଇଦ୍ କର୍ବାର୍ ଆଇଲା । ସେମନ୍ ପର୍ମେସରର୍ ଆଦେସ୍ ମାନିକରି ଜିସୁ ଜାନାଇରଇବା ସତ୍ ଦାରିରଇବାଇ ।
୧୮ ଆରି ସେ ଅସୁର୍ସାଁପ୍ ସମ୍ଦୁରର୍ ବାଲିଉପ୍ରେ ଜାଇ ଟିଆ ଅଇଲା ।